logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପ୍ରଶଂସା
ସୁହୁଁରାଏ
ଭଲ ପିଲାଙ୍କୁ ସମସ୍ତେ ପ୍ରଶଂସା କରନ୍ତି ।
ବନେ କୁଣୁଃକିତେ ଝାକିଗା ସୁହୁଁରାଏ ତେକି ।

ପ୍ରଶସ୍ତ
ଉସାର୍‌
ଆମ ବିଦ୍ୟାଳୟରେ ଏକ ପ୍ରଶସ୍ତ ଖେଳ ପଡ଼ିଆ ଅଛି ।
ଏଲାଃ ଇସ୍‌କୁଲ୍‌ତେ ମୁଇଙ୍ଗ୍ ବଡେ ଉସାର୍‌ ଏବଃନା ପାଡିଆ ଆଃଇ ।

ପ୍ରଶ୍ନ
ପର୍‌ଶନ
ଶିକ୍ଷକ ପିଲାଙ୍କୁ ପ୍ରଶ୍ନ ପଚାରନ୍ତି ।
ମାଷ୍ଟର କୁଣୁଃ କିତେ ପର୍‌ଶନ ପଚ୍‌ରାଏ ତେକି ।

ପ୍ରଶ୍ୱାସ
ସାହାସ୍‌
ପ୍ରଶ୍ୱାସ ବାୟୁରେ ଅଧିକ ଅମ୍ଳଜାନ ଥାଏ ।
ସାହାସ୍‌ ଡଡ୍‌ନା କୟତେ ଅଏତ୍‌କା ଅମ୍ଲଜାନ ଆତା ।

ପ୍ରସାର
ବିହ୍‌ଲେନା
ମାତୃଭାଷାର ପ୍ରସାର ହେବା ଦରକାର ।
ମାଗାଃ ଭାଷା ଝାକିତିଗ୍‌ ବିହ୍‌ଲେନାଃ କାୟମ୍‌ ।

ପ୍ରସିଦ୍ଧି
ନାମ୍‌ଯାଦା
ଦାରିଙ୍ଗିବାଡ଼ି ଶୀତ ପାଇଁ ପ୍ରସିଦ୍ଧି ଲାଭ କରିଛି ।
ଦାରିଙ୍ଗବାଡି ରାଙ୍ଗାଃଲାଗିନ୍‌ / ରାଙ୍ଗାଃଥମ୍‌ ନାମ୍‌ଯାଦା ଲାବ୍‌ ବାଏସିଗ୍‌ ।

ପ୍ରସ୍ତାବ
ପ୍ରସ୍ତାବ
ବିଦ୍ୟାଳୟରେ ଏକ ପୁସ୍ତକମେଳା କରିବାକୁ ପ୍ରସ୍ତାବ ଦିଆଗଲା ।
ଇସ୍‌କୁଲ୍‍‌ତେ ମୁଇଙ୍ଗ୍ ବହି ମେଲା ବାୟନାଃଥମ୍‌ ପ୍ରସ୍ତାବ ତେରଃକି ।

ପ୍ରହରୀ
ପହ୍‌ରାଦାର୍‌
ବ୍ୟାଙ୍କକୁ ପ୍ରହରୀମାନେ ଜଗନ୍ତି ।
ବେଙ୍କ୍ ତେ ପହ୍‌ରାଦାର୍‌ କି ଆଗୁର୍‌ତେ କି ।

ପ୍ରାଚୀନ
ପୁରଖା/ଆଘଲି/ଅସ୍ମେଗ୍‍
ପ୍ରାଚୀନ କାଳରେ ଲୋକେ ବଦଳ କରି କିଣାବିକା କରୁଥିଲେ ।
ଆଘ୍‌ଲିଆଃ ଲେବୁ କି ଆଦ୍‌ଲା ବାଦ୍‌ଲା କରି ଘିନାବିଚା ବାୟ୍‌ଖାନ୍‌ତେ କି ।

ପ୍ରାଣୀ
ଜି-ଜଁତୁ
ସ୍ଥଳଭାଗରେ ଅନେକ ପ୍ରାଣୀ ବାସ କରନ୍ତି ।
ଧର୍‌ତୀତେ ଖୋବ୍‌ ଜି-ଜଁତୁ ରହେତାକି ।


logo