logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପୁଷ୍ପ
ଫୁଲ/ଲାଃରାଃ
ଆମ ବଗିଚା ବିଭିନ୍ନ ପୁଷ୍ପରେ ସୁଶୋଭିତ ଅଟେ ।
ଏଲାଃ ବାଡିତେ/ବରେତେ ରକମ୍‌ ରକମ୍‌ ଲାଃରାଃ ସଜାଏ ହଏସିଗ୍‌/ସୁନ୍ଦର ଜଏତାୟଗ୍‌ ।

ପୁଷ୍ପବୃତ୍ତ
ଲାଃରାଃକଢଆଃ ଚାରିପାଖ
ପୁଷ୍ପବୃତ୍ତରେ ପାଖୁଡା ଲାଗିଥାଏ ।
ଲାଃରାଃ କଢଆଃ ଚାରିପାଖ କଲିଲାଃସିଃତା ।

ପୁସ୍ତକ
ବହି
ପୁସ୍ତକରେ ଅନେକ ଜ୍ଞାନର କଥା ଲେଖା ହୋ‌ଇଥାଏ ।
ବହିତେ ଖୋବ୍‌ ଗିଆନ୍‌ କାୟମ୍‌ ଲେଖା ହଏସିଃତା ।

ପୂଜା
ପୂଜା
ଆଦିବାସୀ ମାନେ ମାଟି ଦେବତା ପୂଜା କରିଥାଆନ୍ତି ।
ଆଦିବାସୀ ଲେବୁକି ଲଃଖା ଦେବ୍‌ତାତେ ପୂଜା ବାଏତେ କି ।

ପୂଣ୍ୟ
ପୁଇନ୍‌
ଜନ ସେବା କରି ପୂଣ୍ୟ ଅର୍ଜନ କର ।
ଲେବୁ କିଆଃ ସେବା ବାୟକରି ପୁଇନ୍‌ ଅର୍ଜେ‌ଏପେ ।

ପୂରଣ
ଡିସାଃ
ନଳକୂପ ପାନୀୟ ଜଳର ଅଭାବ ପୂରଣ କରେ ।
ଢେକଡ୍‌ ଚୁଆଁ ଉଡ୍‌ନାଃ ଡାଗାଃ କମିତେ ଡିସାଃ ବାଏତେ ।

ପୂର୍ଣ୍ଣ
ପୁରା
ଗଣିତରେ ପୂର୍ଣ୍ଣ ନମ୍ବର ଶହେ ଥାଏ ।
ଗଣିତେ ପୁରା ଶଏ ନମର୍‌ ଆତା ।

ପୂର୍ବ
ଆଘ୍‌ଲି/ଅସ୍ମେଗ୍‌
ପୂର୍ବ କାଳରେ ଲୋକେ ଅଧିକ ବଳବାନ ଥିଲେ ।
ଆଘ୍‌ଲି/ଅସ୍ମେଗ୍‌ଆଃ ଲେବୁ କି ଖୋବ୍‌ ପହିଲ୍‌ମାନ୍‌ ଆକିମେନ୍‌ ।

ପୂର୍ବ ପୁରୁଷ
ପୁର୍‌ଖା କି
ଆମ ପୂର୍ବ ପୁରୁଷମାନେ ଖୁବ୍‍ ପରିଶ୍ରମୀ ଥିଲେ ।
ଆନିଆଁ ପୁର୍‌ଖା କି ଖୋବ୍‌ କାମିହାଁ ଆକିମେନ୍‌ ।

ପୃଥିବୀ
ଦୁନିଆଁ/ଧର୍‌ତୀ
ପୃଥିବୀ ଆମର ଚିରସ୍ଥାୟୀ ବାସସ୍ଥାନ ନୁହେଁ ।
ଦୁନିଆଁ/ଧର୍‌ତୀ ଆନିଆଁ ଝାକିଦିନଆଁ ରହେନା ଜାଗା ଆଣିଗ୍‌ ।


logo