logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ନିଲାମ
ଲିଲାମ୍‌
ଜବତ ହୋ‌ଇଥିବା ଗାଡ଼ି ନିଲାମ କରାଯିବ ।
ଯାବତ୍‌ ହଏସିଗ୍‌ ଗାଡି ଲିଲାମ୍‌ ହଏନା ।

ନିଶ୍ଚଳ
ଶୁଇନ୍‌
ସମୀର ହୃଦ୍‌ଘାତରେ ନିଶ୍ଚଳ ହୋ‌ଇଛି ।
ସମୀର୍‌ ହିରିଦ୍‌ ବେମାର୍‌ ବୁଙ୍ଗ୍ ଶୁଇନ୍‌ ଡୁ ଆଇକ୍‌ ।

ନିଶ୍ଚୟ
ଯେନ୍ତାଲାଃଜ
ଶ୍ରମର ଫଳ ନିଶ୍ଚୟ ମିଳିବ ।
କାମୁ ଆଃ ଦାମ୍‌ ଯେନ୍ତାଲାଃଜ କୁଇନା ।

ନିଷେଧ
ମାନା ବାଏନା
ସର୍ବ ସାଧାରଣ ସ୍ଥାନରେ ଧୂମ୍ର ପାନ ନିଷେଧ ।
ଝାକି ଆଃ ଚଲେ ବୁଲେ ଠାଣ୍‌ ହେନ୍‌ତେ ବିଡି ସିଗ୍ରେଟ୍‌, ଗଞ୍ଜେଇ ଉଟ୍‌ନା ମାନା ବାଏଡମ୍‌ସିଗ୍‌ ।

ନିଷ୍ଠା
ଏକ ମନତେ
ନିଷ୍ଠା ବଳରେ ଅସମ୍ଭବ ସମ୍ଭବ ହୋ‌ଇଥାଏ ।
ଏକ୍‌ ମନତେ ଲାଃସିଥଃଲାଃ ଉମ୍‌ ହଏନା କାମୁ ଜ ହଏନାପାଲ୍‌ତେ ।

ନିଷ୍ପକ୍ଷ
ରାଇଟ ବିଚାର୍‌
ବିଚାରକର୍ତ୍ତା ନିଷ୍ପକ୍ଷ ବିଚାର କରନ୍ତି ।
ମାଜିସ୍‌ଟର୍‌ ରାଇଟ୍‌ ବିଚାର୍‌ ବାଏତେ ।

ନିଷ୍ପତ୍ତି
ଫଏସ୍‌ଲା ବାଏନା
ଦେଶ ସେବା କରିବାକୁ ସମସ୍ତେ ନିଷ୍ପତ୍ତି ନେବା ।
ଦେଶ୍‌ ଆଃ ତୁରା ବାଏନା ଝାକିଗା ଫଏସ୍‌ଲା ତେରନାଃ କାୟମ୍‌ ।

ନିଷ୍ଫଳ
ଫାଲତୁ
ପରିଶ୍ରମ କେବେ ନିଷ୍ଫଳ ହୁଏ ନାହିଁ ।
କାମୁ ଯେଃ କେଭେଜ ଫାଲ୍‌ତୁ ଉମ୍‌ ହଏତା ।

ନିସ୍ୱ
ଟୁରାଟୁରୀ
ନିସ୍ୱ ବ୍ୟକ୍ତିଙ୍କୁ ଯଥା ସମ୍ଭବ ସାହାଯ୍ୟ କର ।
ବେର୍‌ଜ ଉମ୍‌ଆନା ଲେବୁତେ ପାରୁପର୍ଯ୍ୟନ୍ତ ସାହାରା ତେରେପେ ।

ନିୟନ୍ତ୍ରଣ
ଅଟ୍‌ କାଏନା
ହୀରାକୁଦ ବନ୍ଧ ବନ୍ୟା ନିୟନ୍ତ୍ରଣ ପାଇଁ ନିର୍ମିତ ହୋ‌ଇଛି ।
ହୀରାକୁଦ ଡେମ୍‌ ବଃଢ଼ି ଅଟ୍‌କାଏନାଥଃମ୍‌ ବାଏଡମ୍‌ସିଗ୍‌ ।


logo