logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ନା
ମ'ଗା
ଧୂମ୍ର ପାନକୁ ନା କହ ।
କୁହୁଲା ଉଡ୍‍ନା ଯେ 'ମଗା' ଗାମେପେ ।

ନାକ
ରମଙ୍ଗ୍
ଦୁର୍ଗନ୍ଧରେ ନାକ ଫାଟି ପଡୁଛି ।
ଘାଁଣି ବୁଙ୍ଗ୍ ରମଙ୍ଗ୍ ପାଃ ଗଃତାଏଗ୍‌ ।

ନାଗରିକ
ନାଗରିକ୍‌
ଆମେ ଭାରତର ନାଗରିକ ଅଟୁଁ ।
ଏଲେ ଭାରତ ଆଃ ନାଗରିକ୍‌ ହାଏଲେ ।

ନାଚି ନାଚି
କୁଇଗ୍‌ତା କୁଇଗ୍‌ତା
ଲହଡ଼ି ନାଚି ନାଚି କୂଳରେ ପିଟି ହୁଏ ।
ଲହଡା କୁଇଗ୍‌ତା କୁଇଗ୍‌ତା ତରାତେ ଗିଲଡମ୍‌ ତା ।

ନାତି
ବକ୍‌ଡୁଃ
ରବିବାବୁଙ୍କ ନାତି ଷଷ୍ଠ ଶ୍ରେଣୀରେ ପଢ଼େ ।
ରବି ବାବୁଆଃ ବକ୍‌ଡୁଃଡମ୍‌ ଛ' କିଲାସ୍‌ତେ ପଢେତା ।

ନାତୁଣୀ
ବକଡୁଃ
ମୋର ଗୋଟିଏ ନାତୁଣୀ ଅଛି ।
ଇଙ୍ଗଆଃ ମୁଇଙ୍ଗ୍ ବକ୍‌ଡୁଃ ଆଃଇ ।

ନାମ
ନାଆଁ
ବହୁମୂଲ୍ୟ ସୁବର୍ଣ୍ଣ ଅପେକ୍ଷା ଉତ୍ତମ ନାମ ଭଲ ।
ଖୋବ୍‌ ଦାମ୍‍ଆଃ ସୁନା ତାୟ ବଢିଆ ନାଆଁ ଭଲ ହାଏ ।

ନାରଖାର
ନାରଖାର୍‌
ଅବାଧ୍ୟ ପୁତ୍ର ସମ୍ପତ୍ତି ନାରଖାର କରେ ।
ଅବୁଝା ବେଟା ଅଗାଃ ସମ୍ପତ୍ତି ନାର୍‌ଖାର୍‍ ବାୟ୍‌ତେ ।

ନାରିକେଳ
ନଡିଆ
କେରଳ ରାଜ୍ୟରେ ବହୁତ ନାରିକେଳ ଗଛ ଅଛି ।
କେରଲ ରାଏଜ୍‌ତେ ଖୋବ୍‌ ନଡିଆ ଦାରୁ ଆଃଇ ।

ନାଲି
ଲାଲ
ସନ୍ଧ୍ୟାରେ ସୂର୍ଯ୍ୟ ନାଲି ଦେଖାଯାଏ ।
ବେଡ ବଁଡିବ୍‌ ବେଡ ଲାଲ୍‌ ଜଏତା ।


logo