logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଗୋଡ଼
କାଟା
ଆମ ଗୋଡ଼ରେ ଦଶଟି ଆଙ୍ଗୁଠି ଅଛି ।
ଆନିଆଃ କାଟାତେ ଦଶ୍‌ଟା ଆଙ୍ଗଠି ଆଃଇ ।

ଗୌରବ
ନାଁ
ଗୌରବର ବିଳୟ ନାହିଁ ।
ନାଁ କେଭେ ଉମ୍‍ ବିଣିବ୍‍ ତା ।

ଗ୍ରନ୍ଥ
ମାହାବହି
ଆମ ଦେଶର ଅନେକ ପୁରାତନ ଗ୍ରନ୍ଥ ରହିଛି ।
ଆନିଆଃ ଦେଶ୍‌ଆଃ କିତେ କିତେ ବାଇର ମାହାବହି ଆଃଇ ।

ଗ୍ରାମ ସେବକ
ଗାରାମଶିବ
ଗ୍ରାମ ସେବକ ଗ୍ରାମବାସୀଙ୍କ ସେବା କରନ୍ତି ।
ଗାରାମ୍‌ଶିବ ପାଡାଃ ଲେବୁକିଆଃ ସେବା ବାଏତେ ।

ଗ୍ରାହକ
ଗାରାଖ
ଆଜିକାଲି ଗ୍ରାହକମାନେ ସଚେତନ ହେବା ଉଚିତ ।
ଉପାଡି ଗାରାଖ୍‌ କି ହୁସିଆର୍‌ ହଏନାଃ କାୟମ ।

ଗ୍ରୀଷ୍ମଋତୁ
ବୈଶାଖଲେରାଙ୍ଗ
ଗ୍ରୀଷ୍ମଋତୁରେ ଟାଣ ଖରା ହୁଏ ।
ବୈଶାଖ ଲେରାଙ୍ଗ ଟାନେଟାନ୍‌ ଗିଡିଂ ହଏତା ।

ଗଡ଼ାଇବା
ଢୁ୍ଲାଏନା
ପଥର ଗଡ଼ାଇବା ବେଳେ ସାବଧାନ ।
ସରେଙ୍ଗ ଉଣ୍ଡଲାଏନା ଭେରେ ସାବ୍‌ଧାନ୍‌ ।

ଗଡ଼ିଲା
ଢୁଲେକି/ଗୁର୍‌କି
ବଲ୍‌ଟି କାଦୁଅରେ ଗଡ଼ିଲା ।
ଫୁଟବଲ ଯେଃ ତବ୍‌ଡାତେ ଢୁଲେକି/ଗୁର୍‌କି ।

ଗଢ଼ିବା
ବାଏନା
ମୂର୍ତ୍ତି ଗଢ଼ିବା ଶୀଳ୍ପିର କାମ ଅଟେ ।
ମୂର୍ତ୍ତି ବାଏନା କାରିଗର୍‌ଆଃ କାମୁ ଆଏ/ହାଏ ।


logo