logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଗୁରୁଦ୍ୱାର
ଗୁରୁଦୁଆର
ଗୁରୁଦ୍ୱାର ଶିଖମାନଙ୍କର ଉପାସନା ସ୍ଥଳୀ ।
ଗୁରୁଦୁଆର୍‌ ପଞ୍ଜାବୀ କିଆଃ ପୁଜାନାଃ ଯାଗା ।

ଗୁଳୁଗୁଳି
ଗୁପ୍‌ଗୁପାଏନା
ଗୁଳୁଗୁଳି ହେଲେ ଲୋକେ କଷ୍ଟ ପାଆନ୍ତି ।
ଗୁପ୍‌ଗୁପାଏ କିଲାଃ ଲେବୁ କି କଷଟ୍‌ କୁଇତେ କି ।

ଗୁହାଳ
ଗହାଡ
ଗାଈଗୋରୁ ଗୁହାଳରେ ବନ୍ଧା ଯାଆନ୍ତି ।
ଗାଏ/ଅରେଗ୍‌ ଗହାଡ୍‌ତେ ତଲତେକି ।

ଗୁଡ଼ି
ପାତାଙ୍ଗି
ଗୁଡ଼ି ଉଡ଼ାଇ ପିଲେ ଆନନ୍ଦ ପାଆନ୍ତି ।
ପାତାଙ୍ଗି ଉଡାୟ କଲା କୁଣୁଃକି ଲେରୈଃ କୁଇତେକି ।

ଗୃହ
ଅଃ
ଗୃହ ନିର୍ମାଣ ପାଇଁ ବହୁତ ପ‌ଇସା ଲୋଡା ।
ଅଃ ବାୟନାଃଥମ୍‌ ଖୋବ୍‌ ପଏସା ଦର୍‌କାର ।

ଗୃହ ପାଳିତ
ଅଃତେ ବୁଇନା
ଗାଈ ଏକ ଗୃହପାଳିତ ପଶୁ ଅଟେ ।
ଗାଏ ମୁଇଙ୍ଗ୍ ଅଃତେ ବୁଇନା ପଶୁ ହାଏ ।

ଗେଣ୍ଡୁଫୁଲ
ଗେନ୍ଦା ଫୁଲ
ଗେଣ୍ଡୁଫୁଲରେ ମାଳା ଗୁନ୍ଥାଯାଏ ।
ଗେନ୍ଦା ଫଲତେ ମାଲି ତଏତେକି ।

ଗେଲ
ଲେମ୍‍ ଲେମା
ଜେଜେମାଁ ମୋତେ ଭାରି ଗେଲ କରନ୍ତି ।
ଆଈ ଗିଙ୍ଗ୍ ଇଙ୍ଗ୍ ତେ ଖୋବ୍‌ ଲେମ୍‌ ଲେମା ବାୟତେ ।

ଗୋଟି ଗୋଟି
ମୁଇଙ୍ଗ୍ ମୁଇଙ୍ଗ୍
ପକ୍ଷୀମାନେ ଖାଦ୍ୟ ଦାନା ଗୋଟି ଗୋଟି ଖୁମ୍ପନ୍ତି ।
କନ୍‌‍ଥେଡ୍‌ କି ନଃନା ଜିନିଷ୍‍ ତେ ମୁଇଙ୍ଗ୍ ମୁଇଙ୍ଗ୍ ଖମ୍‌ପେ ତେକି ।

ଗୋଟିଏ
ମୁଇଙ୍ଗ୍
ଆମ ଓଡ଼ିଶାର ଗୋଟିଏ ଦିଗରେ ସମୁଦ୍ର ଲାଗିଛି ।
ଆନିଆଁ ଉଡିଶା ମୁଇଙ୍ଗ୍ ପାର ସମ୍‌ଦୁର୍‌ ଲାଃ ସିଗ୍‌ ।


logo