logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଗାତ
ଲାତା
ବିଲୁଆ ଗାତରେ ଶୁଏ ।
କୁଲିହା ଲାତାତେ ଗିତାଃତା ।

ଗାଧୋଇବା
ଉଆଃନା
ସାବୁନରେ ଗାଧୋଇବା ହିତକର ଅଟେ ।
ସାବୁନ୍‌ତେ ଉଆଃନା ନିରିଆଃଥମ୍‌ ଭଲ ଆଏ/ସ୍ନାବନ ବୁଙ୍ଗ୍ ଉଆଃନା ଭଲ ଆଏ/ହାଏ ।

ଗାର
ଗାର୍‌
ଡୁଡୁ ଖେଳ ପାଇଁ ମଝିରେ ଗୋଟିଏ ଗାର ଟଣା ଯାଏ ।
ଡୁଡୁ ଏବଃନାଃଥମ୍‌ ମଃଝିତେ ମୁଇଙ୍ଗ୍ ଗାର୍‌ ଡିଗ୍‌ନା ଲାଃତା ।

ଗାଡ଼ିଆ
ମୁଁଡା
ଗାଡ଼ିଆରେ କ‌ଇଁ ଫୁଲ ଫୁଟେ ।
ମୁଁଡା ତେ ପଦମ୍‌ ଫୁଲ ଫୁଃଟେତା ।

ଗାଢ଼
ବହଳିଆ
ଗାଢ଼ ରଙ୍ଗ ସହଜରେ ଛାଡେ ନାହିଁ ।
ବହଳିଆ ରଙ୍ଗ୍ ସହ୍‌ଜେ ଉମ୍‌ ମେଲାଏ ତେ ।

ଗିର୍ଜା
ଗିର୍ଜା
ଖ୍ରୀଷ୍ଟିୟାନମାନେ ରବିବାର ଦିନ ଗିର୍ଜାକୁ ଯାଆନ୍ତି ।
ଖ୍ରୀଷ୍ଟିୟାନ୍‌କି ରଏବାରଦିନ୍‌ ଗିର୍ଜା ସାନ୍ତାକି ।

ଗିଳିବା
ନଲ୍‌ନା
ଖାଦ୍ୟକୁ ଭଲରେ ଚୋବାଇ ଗିଳିବା ଉଚିତ ।
ପେଗ୍‌ତେ ବନେବଃ ଆଖେଡ୍‌ କରି ନଲନାଃ ଚାହି ।

ଗୀତ
ଆଲଙ୍ଗ୍
ଗୀତ ଗାଇଲେ ମନ ହାଲୁକା ଲାଗେ ।
ଆଲଙ୍ଗ୍ ଆଲଙ୍ଗ୍ କିଲାଃ ମନ ଯେ ହାଲ୍‌କା ଲାଃଆତା ।

ଗୁଆଘିଅ
ଗୁଆ ଘି
ଗୋ ଦୁଗ୍ଧରୁ ଗୁଆଘିଅ ପ୍ରସ୍ତୁତ ହୁଏ ।
ତମ୍‌ଲେଙ୍ଗ୍ ତାୟ୍‌ ଗୁଆଘି ତିଆର୍‌ ହଏତା ।

ଗୁଜୁରାଣ
ଲାଏଗ୍‌ ବୁଇନା
ସେ ମାଛ ଧରି ଗୁଜୁରାଣ ମେଣ୍ଟାଏ ।
ଆଡି କାଡଙ୍ଗ୍ ତାର୍‌ କରି ଲାଏଗ୍‌ ବୁଇତେ ।


logo