logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଆଚରଣ
ବେଭାର୍‌
ଆମ ଆଚରଣ ମାର୍ଜିତ ହେବା ଉଚିତ ।
ଆନିଆଃ ବେଭାର୍‌ ଠିକ୍‌ଠାକ୍‌ ହଏନାଃ କାୟମ୍‌ ।

ଆତ
ବଢ଼ଲ
ଆତ ଫଳ ଭାରି ସୁଆଦିଆ ଲାଗେ ।
ବଢ଼ଲ ଲକୁ ନ‌ଅନା ବଡା ସେବୁଲ୍‌ ଲାଃତା ।

ଆତୁର
ଉଚୁଲଛୁଛୁଲ
ପରୀକ୍ଷା ଫଳ ଜାଣିବା ପାଇଁ ପିଲେ ଆତୁର ହୋଇଥାନ୍ତି ।
ପାସ୍‌ ଫେଲ୍‌ ଅଣ୍ଡର୍‌ ନାଃ ଥମ୍‌ କୁଣୁଃକି ଉଚୁଲ୍‌ଛୁଛୁଲ୍‌ ହଏତାକି ।

ଆଦାୟ
ଅସୁଲ
ଚାଷୀମାନେ ଜମିରୁ ଫସଲ ଆଦାୟ କରନ୍ତି ।
ତାସିଆର୍‌କି ଆଙ୍କାଲ୍‌ ତାଏ କିର୍‌ସିଜାଏତ୍‌ ଅସୁଲ ତେକି ।

ଆଦିମ ମଣିଷ
ଅସ୍ମେଗ୍‌ ଆ ଲେବୁ
ଆଦିମ ମଣିଷ ଶିକ୍ଷିତ ନ ଥିଲେ ।
ଅସମେଗ୍‌ ଆଃ ଲେବୁକି / ସେଙ୍ଗଆଃ ଲେବୁକି ଲେଖା ପଢ଼ାମଃ ଆନାକି ।

ଆନନ୍ଦ
ଲେରୈଃ
ଈଶ୍ୱର ଭୟ ପ୍ରକୃତ ଆନନ୍ଦ ଦିଏ ।
ଭଗବାନ୍‌ ତେ ବତଙ୍ଗ୍ କିଲା ପରକୁତ୍‌ ଲେରୈଃ ତେର୍‌ତେ/କୁଇତା ।

ଆପଣା ପର
ହଡ଼ମ୍‌ ଲେବୁ ଆଃ
ଆପଣା ପର ଭାବିବା ପାପ ଅଟେ ।
ହଡ଼ମ ଲେବୁଆଃ / ହଡ଼ମ୍‌ କିଆଃ ଖାରାପ୍‌ ଚିନ୍ତା ବାୟ୍‌ନା ପାପ୍‌ ହାଏ ।

ଆବଶ୍ୟକ
ଦାରକାର
ଗୁରୁଜନଙ୍କର ଆଦେଶ ମାନିବା ଆବଶ୍ୟକ ।
ମାହାଲେବୁ କିଆ କାୟମ ମାନେ ନାଃ କାୟମାଃ ଦରକାର ।

ଆବଶ୍ୟକ
ଜରୁରୀ
ବ୍ୟାୟାମ ଆମ ଶରୀର ପାଇଁ ଆବଶ୍ୟକ ଅଟେ ।
କସରତ୍‌ ବାୟାନା ଆନିଆଃନିରିଆଃଥମ୍‌ ଜରୁରୀ ହାଏ ।

ଆବାସ
ରହେନା
ଜଙ୍ଗଲ ହାତୀମାନଙ୍କର ଆବାସ ସ୍ଥଳ ଅଟେ ।
ଆଡାୟତେ ହାତୀ କିଆଃ ରହେନା ଜାଗା ହାୟ ।


logo