logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Above mentioned
ଉପରେ ଲିଖିତ

Above quoted
ଉପରେ ଉଦ୍ଦୃତ

Above said
ଉପରେ କଥିତ

Absence
ଅନୁପସ୍ଥିତି, ଅଭାବ, ଗର୍ହାଜିର

Absentee
ଅନୁପସ୍ଥତ ବ୍ୟକ୍ତି, ଅନ୍ୟତ୍ର ବାସୀ

Absenteeism
କାର୍ଯ୍ୟରୁ ଅନୁପସ୍ଥିତ ରହିବାର କୁ ଅଭ୍ୟାସ

Absentee statement
ଅନୁପସ୍ଥିତ ବ୍ୟକ୍ତିର ବିବୃତି

Absolute
ସଂପୂର୍ଣ୍ଣ, ଅନପେକ୍ଷିତ, ପରମ, ନିରଙ୍କୁଶ, ଅମିଶ୍ର, ନିର୍ଜଳ, ସ୍ୱତନ୍ତ୍ର, କାଏମ୍, ପକ୍କା

Absolute monopoly
ସପୂର୍ଣ୍ଣ ସ୍ୱଇଚ୍ଛା

Absolute ownership
ନିରଙ୍କୁଶ ମାଲିକାନା


logo