logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Oath
ଶପଥ, ହଲପ

Oath of allegiance
ନିଷ୍ଠା ଶପଥ

Oath of office
ପଦ ଶପଥ

Obedience
ଆଜ୍ଞାଧୀନତା, ଆଜ୍ଞାକାରିତା

Obituary
ମୃତ୍ୟୁ ସୂଚନା, ମୃତ୍ୟୁସୂଚକ

Object
ବସ୍ତୁ, ପଦାର୍ଥ, ଉଦ୍ଦେଶ୍ୟ, କର୍ମ, ଆପତ୍ତି କରିବା, ପ୍ରତିବାଦ କରିବା

Objection
ଆପତ୍ତି, ବିରୋଧ, ଅସମ୍ମତି

Objective
ଉଦ୍ଦେଶ୍ୟ, ବସ୍ତୁନିଷ୍ଠ, ବାସ୍ତବିକ

Objects and reasons
ଉଦ୍ଦେଶ୍ୟ ଓ କାରଣ

Obligatory
ବାଧ୍ୟତାମୂଳକ, ଅବଶ୍ୟ କରଣୀୟ, ନିଶ୍ଚିତ ପ ାଳନୀୟ


logo