logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Race
ଦୌଡ଼, ମାନବ ଜାତି, ମୂଳବଂଶ, ପ୍ରଜାତି, ଦୌଡ଼ ପଡିଆ

Racial discrimination
ବର୍ଣ୍ଣଗତ ଭେଦଭାବ, ପ୍ରଜାତି ଭେଦ

Rack
ଯନ୍ତ୍ରଣା, ଥାକ, ଆଧାର, ଧ୍ୱଂସ, ବିନାଶ, ଯନ୍ତ୍ରଣା ଦେବା

Raid
ଚଢ଼ଉ କରିବା

Railway
ରେଳପଥ, ରେଳବାଇ

Raise (pay)
ଡୋଳିବା, ଉଠାଇବା, ବୃଦ୍ଧି କରିବା

Random
ଯାଦୃଚ୍ଛିକ, ଅନିୟତ

Random sampling
ଯାଦୃଚ୍ଛିକ ପ୍ରତିଚୟନ, ଅନିୟତ ପ୍ରଚିଚୟନ

Range
ବିସ୍ତାର, ପରିସର, ଶ୍ରେଣୀ, ମାଳା, ରେଞ୍ଜ, ଚକଲା, ଲାଖବିନ୍ଧା ଜାଗା,

Rank
ପାହ୍ୟ, ପଦ, ଶ୍ରେଣୀ, ପତ୍ରବହୁଳ


logo