logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Habit
ଅଭ୍ୟାସ, ସ୍ୱଭାବ, ଖୋଇ, ପ୍ରକୃତି, ଭେକ ଧରିବା

Habitual
ଅଭ୍ୟାସଗତ, ସ୍ୱଭାବଗତ

Half-holiday
ଅଧା-ଛୁଟି

Half pay
ଅଧା ବେତନ

Hall
ହଲ୍, ପ୍ରଶସ୍ତ କକ୍ଷ, ଭବନ

Halt
ବିରାମ, ନିବୃତ୍ତି, ସାମୟିକ ଅବସ୍ଥାନ

Hand
ହାତ, କଣ୍ଟା, ହସ୍ତଲେଖା, କର୍ମଚାରୀ, ତତକ୍ଷଣାତ୍, ସଙ୍ଗେ ସଙ୍ଗେ

Handbill
ପ୍ରଚାର ପତ୍ର

Handbook
ସହାୟକ ପୁସ୍ତିକା

Handicap
ଅସୁବିଧା, ପ୍ରତିବନ୍ଧକ


logo