logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Cabin baggage
କେବିନ ଆସବାବପତ୍ର

Cabinet
ମନ୍ତ୍ରୀମଣ୍ଡଳ, କ୍ଷୁଦ୍ର କକ୍ଷ, ଥାକଯୁକ୍ତ ଆଲମାରି, କ୍ୟାବିନେଟ୍

Cadre
ସଂବର୍ଗ, କର୍ମଚାରୀ ଗୋଷ୍ଠୀ, ଶ୍ରେଣୀ, ପଦବୀ, କ୍ୟାଡର୍

Calamity
ଦୁର୍ବିପାକ, ବିତ୍ପାତ

Calculation
ଗଣନା, ପରିକଳନ, ହିସାବ

Calendar year
ପଞ୍ଜିବର୍ଷ

Campaign
ପ୍ରଚାର, ଅଭିଯାନ

Campus
ବିଦ୍ୟା ବିହାର/ପ୍ରାଙ୍ଗଣ, କ୍ୟାମ୍ପସ୍

Campus interview
ପରିସର ସାକ୍ଷାତକାର

Cancel
ରଦ୍ଦ କରିବା, ବାତିଲ କରିବା


logo