logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Zeal
ଉତ୍ସାହ, ଆଗ୍ରହ, ଉଦ୍ ଯୋଗ

Zenith
ଶିରୋବିନ୍ଦୁ, ଶୀର୍ଷବିନ୍ଦୁ

Zero hour
କାର୍ଯ୍ୟାରମ୍ଭ, ବେଳ, ଅଭିଯାନ ବେଳ, ଶୂନ୍ୟକାଳ

Zero tax-paying capacity
ଶୂନ୍ୟ କର ପ୍ରଦାନ କ୍ଷମତା

Zonal
ମହାମଣ୍ଡଳୀୟ, ଆଞ୍ଚଳିକ

Zonal coordination
ଆଞ୍ଚଳିକ ସମନ୍ୱୟ

Zonal office
ଆଞ୍ଚଳିକ କାର୍ଯ୍ୟାଳୟ

Zone
କଟିବନ୍ଧ, ମହାମଣ୍ଡଳ, ଅଞ୍ଚଳ ଜୋନ୍

Zoning
ଜୋନ ପ୍ରସ୍ତୁତ କରିବା, ଅଞ୍ଚଳ ପ୍ରସ୍ତୁତ କରିବା


logo