logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Machinery
ଯନ୍ତ୍ରପାତି, କଳକବ୍ଜା

Machinery of government
ସରକାରୀ କଳ

Magazine
ଆୟୁଧାଗାର, ବାରୁଦଖାନା, ପତ୍ରିକା, ଗୁଳିଖୋପ

Mailing list
ଚିଠି ଯିବା ବ୍ୟକ୍ତିଙ୍କ ତାଲିକା

Maintain
ଭରଣପୋଷଣ କରିବା, ବଜୟ ରଖିବା, ଅନୁରକ୍ଷଣ କରିବା

Maintenance
ଭରଣପୋଷଣ, ରକ୍ଷା, ରକ୍ଷଣାବେକ୍ଷଣ

Major
ସାବାଳକ, ପ୍ରାପ୍ତବୟସ୍କ, ମୁଖ୍ୟ, ବୃହତ୍, ବଡ଼, ମେଜର୍, ଗୁରୁତର

Majority
ସାବାଳକତ୍ୱ, ବହୁମତ, ସଂଖ୍ୟାଧିକ୍ୟ

Major works
ବଡ଼ ନିର୍ମାଣ କାର୍ଯ୍ୟ

Make up
ପୁରଣ କରିବା


logo