logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Tab folder
ଟେବ ଫୋଲଡର

Table
ମେଜ, ବେବୁଲ, ସାରଣୀ, ତାଲିକା, ମେଜ ଉପରେ ରଖିବା, ଉପସ୍ଥାପନ କରିବା, ଆଗତ କରିବା

Tableau
ପ୍ରଜ୍ଞାପନ ମେଢ଼

Table of contents
ବିଷୟ ସାରଣୀ

Table of the house
ସଦନ ପଟ୍ଟଳ, ଗୃହ ପଟ୍ଟଳ

Tabular
ସାରଣୀବଦ୍ଧ, ତାଲିକାବଦ୍ଧ

Tabulated statement
ସାରଣୀଭୁକ୍ତ ବିବରଣ

Tabulation
ସାରଣୀକରଣ

Tabulator
ସାରଣୀକାର, ସାରଣୀ-ଲିପିକ

Tackle
କୌଶଳରେ ସମାଧାନ କରରିବା, ମୁକାବିଲା କରିବା, ଅକ୍ତିଆରରେ ରଖିବା


logo