logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Daily
ଦୈନିକ, ପ୍ରତ୍ୟହ, ପ୍ରତିଦିନ, ଦୈନିକ ସମ୍ୱାଦପତ୍ର

Daily allowance
ଦୈନିକ ଭତ୍ତା

Daily diary
ଦୈନିକ ଡାଇରି, ଦିନଲିପି

Daily register
ଦୈନିକ ରେଜିଷ୍ଟର

Daily report
ଦୈନିକ ବିବରଣୀ

Daily routine
ଦୈନିକ କାମ

Daily wages
ଦୈନିକ ମଜୁରି

Dak stage
ଡାକ ସ୍ତର

Dak tray
ଡାକଟ୍ରେ

Damage
କ୍ଷତି, ଲୋକସାନ, କ୍ଷତି କରିବା,


logo