logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Vacancy
ଶୂନ୍ୟସ୍ଥାନ, ଶୂନ୍ୟତା

Vacant post
ଶୂନ୍ୟପଦ, ରିକ୍ତ ପଦ

Vacate
ଖାଲି କରିବା, ଶୂନ୍ୟ କରିବା

Vacation
ଅବକାଶ, ଛୁଟି

Vacation pay
ଛୁଟି ବେତନ

Vacuum
ଶୂନ୍ୟତା, ନିର୍ବାତ ସ୍ଥାନ

Vague idea
ଅସ୍ପଷ୍ଟ ବିଚାର, ଅନିର୍ଦ୍ଦିଷ୍ଟ ବିଚାର

Valedictory address
ବିଦାୟକାଳୀନ ଭାଷଣ

Valedictory function
ସମାପନ ସମାରୋହ

Valedictory session
ସମାପନ ସତ୍ର


logo