logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Sabbatical leave
ସବେଟିକାଲ ଛୁଟି, ଶିକ୍ଷକ ଭ୍ରମଣ ଛୁଟି (ଗବେଷଣାର୍ଥ)

Sabotage
ଅନ୍ତର୍ଘାତୀ କାର୍ଯ୍ୟ, ଅନ୍ତର୍ଧ୍ୱଂସ, ଅନ୍ତର୍ଘାତୀ କରିବା, ଅନ୍ତର୍ଧ୍ୱଂସ କରିବା, ପଣ୍ଡ କରିଦେବା

Sack
ଅଖା, ବସ୍ତା, ଲୁଟ୍, ବସ୍ତାରେ ରଖିବା, ଦରଖାସ୍ତ କରିବା, ଲୁଟିବା, ଧ୍ୱଂସ କରିବା

Safe
ନିରାପଦ, ସୁରକ୍ଷିତ, ଅକ୍ଷତ, ଲୁହା ସିନ୍ଦୁକ

Safe custody
ନିରାପଦ ଅଭିରକ୍ଷା

Safeguarding
ନିରାପଦ ରଖିବା

Safety
ନିରାପଦ, ସୁରକ୍ଷା, ବିପଦମୁକ୍ତି

Safety device
ସୁରକ୍ଷା ସାଧନ

Safety regulations
ସୁରକ୍ଷା ଆଇନ, ସୁରକ୍ଷା ବ୍ୟବସ୍ଥାପନ

Salaried class
ବେତନଭୋଗ୍ୟ ବର୍ଗ


logo