logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Fabricate
ଗଢ଼ିବା, ଜାଲ୍ କରିବା

Face value
ମୁଦ୍ରିତ ମୂଲ୍ୟ, ଅଭିହିତ ମୂଲ୍ୟ

Facilitate
ସୁବିଧା କରିବା, ସହଜ କରିବା

Facility
ସୁବିଧା,ସୌକର୍ଯ୍ୟ

Facsimile
ପ୍ରତିରୂପ, ଅବିକଳ ପ୍ରତିଲିପି

Fact
ତଥ୍ୟ, ସତ୍ୟତା

Factionalism
ଦଳବାଦ, ଗୋଷ୍ଠୀବାଦ

Factor
ଗୁଣନୀୟକ, ଉତ୍ପାଦକ, ଘଟକ, କାରକ, ବିଷୟ, ଗୁମାସ୍ତା

Factory
କାରଖାନା

Factual
ତଥ୍ୟମୂଳକ, ବାସ୍ତବିକ


logo