logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Afresh
ପୁନରାତ୍ମ, ନୂତନ ଭାବରେ

Against
ବିରୋଧରେ, ପାର୍ଶ୍ୱରେ, ପ୍ରତିକୂଳରେ, ବିପକ୍ଷରେ, ତୁଳନାରେ

Age
ବୟସ, ଯୁଗ

Age certificate
ବୟସ ପ୍ରମାଣପତ୍ର

Age for suffrage
ମତାଧିକାର ବୟସ

Age limit
ବୟସ ସୀମା

Agency
ଏଜେନସି, ଅଭିକରଣ, ମାଳ ଅଞ୍ଚଳ, ମାଧ୍ୟମ

Agenda
କାର୍ଯ୍ୟସୂଚୀ

Age of retirement
ଅବସର ବୟସର, ସେବାନିବୃତ୍ତି ବୟସ

Age of superannuation
ସେବାନିବୃତ୍ତି ବୟସ


logo