logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Allotment letter
ଆବଣ୍ଟନ ଚିଠି, ଆବଣ୍ଟନ ପତ୍ର

Allottee
ଆବଣ୍ଟନଗ୍ରାହୀ

Allowable
ସମ୍ମତିଯୋଗ୍ୟ, ମଞ୍ଜୁର ଯୋଗ୍ୟ, ସ୍ୱୀକାର ଯୋଗ୍ୟ

Allowable expenses
ମଂଜୁରୀ ଯୋଗ୍ୟ ଖର୍ଚ୍ଚ, ସମ୍ମତି ଯୋଗ୍ୟ ବ୍ୟୟ

Allow an appeal
ପ୍ରାର୍ଥନା ମଂଜୁରୀ

Allowance
ଭତ୍ତା, ମାଫି, ଛାଡ଼

All rights reserved
ସର୍ବସ୍ୱତ୍ୱ ସଂରକ୍ଷିତ

Alphabetic order
ବର୍ଣ୍ଣାନୁକ୍ରମ

Altercation
ବୋଲାବୋଲି, ବିତଣ୍ତା ବିତର୍କ

Alternate
ଏକାନ୍ତର, ବିକଳ୍ପ, ପାଳିକରି


logo