logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Alternative
ବୈକଳ୍ପିକ, ଗତ୍ୟନ୍ତର, ବିକଳ୍ପ

Amalgamation
ମିଶ୍ରଣ

Amended draft
ସଂଶୋଧିତ ଚିଠା ଖସଡ଼ା

Amendment
ସଂଶୋଧନ

Amenity
ମୁଖ୍ୟ ସ୍ୱାଚ୍ଛିନ୍ଦ୍ୟ, ସୁବିଧା

Amicable
ମୈତ୍ରୀପୂର୍ଣ୍ଣ, ଆପୋଷ ସମ୍ମତ

Ammunition
ଗୋଳାବାରୁଦ, ଆସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ

Amortization of debt
ଋଣ ପରିଶୋଧନ

Amount
ପରିମାଣ, ମାତ୍ରା, ରାଶି

Amount of pension
ସେବାନି ବୃତ୍ତି ବେତନ ପରିମାଣ


logo