logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Advisory committee
ଉପଦେଷ୍ଟା କମିଟି

Advisory council
ଉପଦେଷ୍ଟା ପରିଷଦ

Advocate
ଓକିଲାତି କରିବା, ପକ୍ଷପୋଷଣ କରିବା, ଆଡଭୋକେଟ୍,ଅଧିବକ୍ତା

Affairs
ବ୍ୟାପାର, ମାମଲା, ପ୍ରେମ ସଂପର୍କ, ବିଷୟ, କାର୍ଯ୍ୟକଳାପ

Affidavit
ଶପଥ ପତ୍ର, ଆଫିଡେଭିଟ୍, ସତ୍ୟପାଠ

Affiliation
ସହବନ୍ଧନ, ଅଙ୍ଗୀକରଣ

Affirmation
ଦୃଢ଼ୀ କରଣ, ଶପଥ ପାଠପୁର୍ବ ଜମାଜ ବନ୍ଦୀ

Affirmative
ଆସ୍ତିବାଚକ. ଦୃଢ଼ତାସୂଚକ

Afford
ସକ୍ଷମ ହେବା, ସାମର୍ଥ୍ୟ, ଦେବା

Aforesaid
ପୂର୍ବୋକ୍ତ


logo