logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Advance booking
ଅଗ୍ରିମ ସ୍ଥାନ ସଂରକ୍ଷଣ, ଅଗ୍ରୀମତାଲିକାଭୁକ୍ତ

Advance copy
ଅଗ୍ରିମ ନକଲ

Advanced increment
ଅଗ୍ରିମ ବେତନ ବୃଦ୍ଧି

Advance payment
ଅଗ୍ରିମ ଅର୍ଥପ୍ରଦାନ, ଅଗ୍ରିମ ଦେୟ

Adverse entry
ପ୍ରତିକୂଳ ପ୍ରବେଶ, ବିରୁଦ୍ଧ ଲେଖନ

Adverse remarks
ପ୍ରତିକୂଳ ମନ୍ତବ୍ୟ

Adverse report
ପ୍ରତିକୂଳ ରିପୋର୍ଟ/ବିବରଣୀ

Advertisement
ବିଜ୍ଞାପନ

Advice
ଉପଦେଶ, ସୂଚନା

Advice of payment
ଅର୍ଥପ୍ରଦାନ ସୂଚନା, ଦେୟ ସଂ ପନ


logo