logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Admonish
ଉପଦେଶ ଦେବା, ମନେ ପକାଇବା

Adoptee
ଦତ୍ତକ, ପୋଷ୍ୟପୁତ୍ର

Adoptor
ସଂରକ୍ଷକ, ଅବଲମ୍ବକ, ଦାୟାଦ ଗ୍ରହଣ

Adoption
ପୋଷ୍ୟ ଗହଣ, ପରିଗ୍ରହ, ଅଙ୍ଗୀକାର, ଅବଲମ୍ବନ

Adult
ବୟସ୍କ, ପ୍ରୌଢ଼, ଅଣସୈନିକ, ପ୍ରଶିକ୍ଷଣ ପରିକ୍ପନା

Adulteration
ଅପମିଶ୍ରଣ, ଭେଜାଲ

Adultery
ଜାରକର୍ମ, ବ୍ୟଭିଚାର, ପରଦାରା ଗମନ

Adult franchise
ବୟସ୍କ ମତାଧିକାର

Ad valorem duty
ମୂଲ୍ୟାନୁଯାୟୀ ଶୁଳ୍କ, ମୂଲ୍ୟାନୁଯାୟୀ

Advance
ଅଗ୍ରିମ, ଉନ୍ନତ, ବଇନା, ଅଗ୍ରିମ ଦାନ, ଉନ୍ନତି ସାଧନ କରିବା


logo