logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Administrative measures
ପ୍ରଶାସନୀୟ ଅଟକଳ

Administrative power
ପ୍ରଶାସନୀୟ କ୍ଷମତା

Administrative sanction
ପ୍ରଶାସନୀୟ ମଞ୍ଜୁରୀ

Administrative technique
ପ୍ରଶାନିକ ପ୍ରଣାଳୀ, ପ୍ରଶାସନିକ କୌଶଳ

Administrative tribunal
ପ୍ରଶାସନୀୟ ନ୍ୟାୟାକରଣ ବା ଟ୍ରିବ୍ୟୁନାଲ

Admissibility
ବିଚାର ବା ଗ୍ରହଣ ଯୋଗ୍ୟ, ଗ୍ରହଣୀୟ

Admissible expenditure
ଗ୍ରାହ୍ୟ ବ୍ୟୟ

Admit
ସ୍ୱୀକାର କରିବା, ମାନିବା, ଗ୍ରହଣ କରିବା, ପ୍ରଦେଶ ଅନୁମତି ଦେବା, ପ୍ରବେଶାନୁମତି

Admit card
ପ୍ରବେଶ ପତ୍ର

Admitted
ସ୍ୱୀକୃତ, ପ୍ରବିଷ୍ଟ, ଦାଖଲ ହୋଇଥିବା, ଗୃହୀତ


logo