logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Administrative
ପ୍ରଶାସନିକ, ପ୍ରଶାସନୀୟ, ପରିଚାଳନା ସଂପର୍କୀୟ

Administrative action
ପ୍ରଶାସନିକ ଗତିବିଧି, ପ୍ରଶାସନିକ ଆଚରଣ

Administrative appraisal
ପ୍ରଶାସନିକ ମୂଲ୍ୟାୟନ

Administrative approval
ପ୍ରଶାସନୀୟ ଅନୁମୋଦନ

Administrative authority
ପ୍ରଶାସନୀୟ ଅଧିକାରୀ

Administrative control
ପ୍ରଶାସନୀୟ ନିୟନ୍ତ୍ରଣ

Administrative department
ପ୍ରଶାସନୀୟ ବିଭାଗ

Administrative decision
ପ୍ରଶାସନୀୟ ନିର୍ଣ୍ଣୟ

Administrative head
ପ୍ରଶାସନୀୟ କାର୍ଯ୍ୟ

Administrative headquarters
ପ୍ରଶାସନୀକ ମୁଖ୍ୟାଳୟ


logo