logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Adjournment motion
ମୁଲତବି ପ୍ରସ୍ତାବ

Adjudge
ନ୍ୟାୟ ନିର୍ଣ୍ଣୟ କରିବା

Adjudicate
ନ୍ୟାୟ ନିର୍ଣ୍ଣୟ କରିବା

Adjudication
ନ୍ୟାୟ ନିର୍ଣ୍ଣୟନ, ରାୟ ଦାନ

Adjudicator
ନ୍ୟାୟ ନିର୍ଣ୍ଣାୟକ

Adjustment
ବ୍ୟବସ୍ଥାପନ, ସମାଯୋଜନ

Administer
ପ୍ରଶାସନ କରିବା, ପରିଚାଳନା କରିବା, ପ୍ରୟୋଗ କରିବା, କାର୍ଯ୍ୟନିର୍ବାହ କରିବା

Administer oath
ଶପଥ କରାଇବା

Administration
ପ୍ରଶାସନ

Administration of justice
ନ୍ୟସ ପ୍ରଶାସନ


logo