logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Academic qualification
ବିଦ୍ୟାଗତ ଯୋଗ୍ୟତା

Academic record
ବିଦ୍ୟାଗତ ତଥ୍ୟ, ବିଦ୍ୟାଗତ ନଥି, ବିଦ୍ୟାଗତ ସୂଚନା

Accede
ପ୍ରବେଶ କରିବା, ସ୍ୱିକାର କରିବା

Accept
ସ୍ୱିକାର କରିବା, ଗହଣ କରିବା

Acceptance
ସ୍ୱିକାର, ଗ୍ରହଣ, ଅନୁମୋଦନ

Acceptance of office
କାର୍ଯ୍ୟାଳୟର ଅନୁମୋଦନ

Acceptance of tender
ଟେଣ୍ଡର ଅନୁମୋଦନ

Access
ପ୍ରବେଶ, ପ୍ରବେଶ ସୁବିଧା, ପହଞ୍ଚି

Accession
ସଂଯୋଗ, ଅଭିଷେକ

Accessory
ଉପସାଧନ, ସହକାରୀ ସଂଯୋଗ, ଅତିରିକ୍ତ, ସାହାଯ୍ୟକାରୀ, ଆନୁଷଙ୍ଗିକ


logo