logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Action plan
କାର୍ଯ୍ୟ ଯୋଜନା

Active
ସକ୍ରିୟ କରିବା, ସକ୍ରିୟ, ଉଦ୍ୟୋଗୀ, କର୍ମଠ, କ୍ରିୟାଶୀଳ

Actively
ସକ୍ରିୟ ଭାବେ, ତତ୍ପରତା, ସହିତ

Activist
କ୍ରିୟାକଳାପ

Act of God
ଦୈବୀ ଘଟଣା

Act of misconduct
ଅସଦାଚରଣ, ଦୁର୍ବ୍ୟବହାର

Acts of commission and omission
ଭୁଲଚୁକ

Actual
ବାସ୍ତବ, ବାସ୍ତବିକ, ଯଥାର୍ଥ

Actuals
ବାସ୍ତବ ଆୟ ବା ବ୍ୟୟ

Adaptation
ଆବଶ୍ୟକତାନୁସାର ବସ୍ତୁକୁ ଉପଯୋଗୀ କରିବା, ଖାପ ଖୁଆଇ ନେବା


logo