logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Addition
ଯୋଗ, ମିଶାଣ, ସମଷ୍ଟି

Additional charge
ଅତିରିକ୍ତ ଦେୟ

Additional fund
ଅତିରିକ୍ତ ପାଣ୍ଠି

Additional grant
ଅତିରିକ୍ତ ଅନୁଦାନ

Additional information
ଅତିରିକ୍ତ ତଥ୍ୟ

Additional pay
ମିଶ୍ରଣ ଏବଂ ପରିବର୍ତ୍ତନ

Addition and alteration
ଅତିରିକ୍ତ ବେଦନ

Address
ଅଭିଭାଣ, ମାନପତ୍ର, ଠିକଣା, ନିବେଦନ ପତ୍ର, ସମ୍ବୋଧନ, ବକ୍ତୃତା,ବକ୍ତୃତା ଦେବା, ଅଭିଷାଣ ଦେବା, ଲକ୍ଷ୍ୟ କରିବା

Addressee
ପତ୍ରଗ୍ରାହୀ, ପତ୍ର ପ୍ରାପକ, ଚିଠି ପାଇବା ଲୋକ

Address of welcome
ସ୍ୱାଗତ ଅଭିଭାଷଣ


logo