logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Accused
ଅଭିଯୁକ୍ତ

Achievement
ସଫଳତା, ସିଦ୍ଧି, କୃତି,ଉପଲବ୍ଧି, ସଫଳ ସଂପାଦନ

Acknowledgement
ପ୍ରାପ୍ତି ସ୍ୱୀକାର , ସ୍ୱୀକୃତି, ସ୍ୱିକୃତି ପତ୍ର

Acknowledgement due
ପ୍ରାପ୍ତି ସ୍ୱୀକୃତି

Acquaintance
ପରିଚିତ କରାଇବା, ଅବଗତ କରାଇବା

Acquisition
ଅର୍ଜନ, ଅଧିକାରଭୁକ୍ତ କରଣ

Acquittance
ପ୍ରାପ୍ତି ସ୍ୱୀକାରପତ୍ର, ପ୍ରାପ୍ତିସୂଚକ ରସିଦ

Act
ଅଧିନିୟମ, କାର୍ଯ୍ୟ, ଅଙ୍କ, କାର୍ଯ୍ୟ କରିବା, ଅଭିନୟ କରିବା, ଆଚରଣ କରିବା

Acting allowance
କାର୍ଯ୍ୟକାରୀ ଭତ୍ତା

Action
କାର୍ଯ୍ୟାନୁଷ୍ଠାନ, କ୍ରିୟା, କାର୍ଯ୍ୟ, ବ୍ୟବହାର, ଗତିବିଧି


logo