logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Accident
ଦୁର୍ଘଟଣା, ସମ୍ଭାବନା

Acclimatization
ଅବସ୍ଥାନୁକୂଳନ, ଭିନ୍ନ ଜଳବାୟୁରେ ଅଭ୍ୟସ୍ତ ହେବା

Accommodation
ସୁପାରିଶ, ବାସ ସୁବିଧା, ଆସନ ସିବିଧା, ଉପଯୋଗିତା, ଅର୍ଥ ସାହାଯ୍ୟ

Accompanist
ଗାୟକ ସହ ବାଦ୍ୟ ବଜାଇବା ବ୍ୟକ୍ତି, ସହଯୋଗୀ ବାଦକ

Accord
ଐକ୍ୟ, ମେଳ, ରାଜିନାମା

Accordance
ଐକ୍ୟ, ମେଳ, ସମରୂପଡା

Accordingly
ତଦନୁସାରେ, ତଦନୁଯାୟୀ

Account
ହିସାବ, ବିବରଣ, ଆୟବ୍ୟୟର ହିସାବ ଫର୍ଦ୍ଦ

Accountability
ଦାୟିତ୍ବ୍ୱଧୀନତା, ଉତ୍ତରଦାୟିତ୍ୱ

Accountable
ଦାୟିତ୍ୱଧୀନ, ଉତ୍ତରଦାୟୀ


logo