logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଶାଢ଼ୀ
ଶାଳି ଲିଜେଃ
ଏ ଶାଢ଼ୀ କାହାର ।
ନେନ ଶାଳି ଅକୟାଃ ।

ସମ୍ବର
ଶାରାମ୍‍
ଏତେ ବଡ଼ ସମ୍ବର ।
ନିମିନ୍‍ ମାରାଂ ସାରାମ୍‍ ।

ସିଂହ
ଜଟ କୁଲେ /ଜଟେୟାକୁଲେ
ସିଂହ ଗର୍ଜିଲା ।
ଜଟକୁଲେ ଗାର୍‍ଜାଓ କେଡା୍ଃ ।

ଷଣ୍ଢ
ସେଣ୍ଢ
ଷଣ୍ଢ ଧାନ ଖାଇଲା ।
ସେଣ୍ଢ ବାବାଏ ଜମ୍‍କିଡ଼ା ।

ସାପ ହୁଂକା
ବିଞ୍ଜ ଉଣ୍ଡୁ
ସାପ ହୁଂକା ଦେଖାଯାଉଛି ।
ବିଞ୍ଜ ଉଣ୍ଡୁ ନେଲୱଃ ତାନା ।

ସାଧବ ବୋହୁ
ସିନ୍ଦୁରୀ ଉରୁ
ସାଧବ ବୋହୁ ଧିରେ ଧିରେ ଚାଲିଛି ।
ସିନ୍ଦୁରୀ ଉରୁ ସୁଏ ସୁଏତେ ସେନଃତାନା ।

ଶାମୁକା
ଗିନ୍‌ଚେଃଏ
ସମୁଦ୍ର ଶାମୁକା ।
ସମ୍‍ଦରରେନ୍‍ ଗିନ୍‍‌ଚେଃଏ‌ ।

ଶଂଖ
ସାକୱାଁ
ଶଂଖ ବାଜୁଛି ।
ସାକୱାଁ ଶାଳିତେନେ ।

ସମୁଦ୍ର
ଦରେୟା/ସମ୍‍ଦର
ସମୁଦ୍ର କୂଳ ।
ଦରିୟା କୁଟି ।

ଶାଖାନଦୀ
ହୁଳିଂ ଗାଳା/କତଗାଳା
ମହାନଦୀ ନଦୀରୁ କାଠଯୋଡ଼ି ଶାଖା ନଦୀ ବାହାରିଛି ।
ମହାନଦୀ ଗାଳା ଏତେ ହୁଳିଂ କାଠଯୋଡ଼ି ଗାଳା ଅହଲା କାନା ।


logo