logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ହେ ଈଶ୍ୱର
ହେ ୱାରାଂଦାଳେ
ହେ ଈଶ୍ୱର, ତୁମେ ହିଁ ସୃଷ୍ଟିକର୍ତ୍ତା ।
ହେ ୱାରାଂଦାଳେ ଆମଗେ ସିର୍ଜନ କିନିଃ ।

ମୋ ରାଣ
ବାଡ୍‍ ସାରାଃ
ମୋ ରାଣ ତୋମେ ଆସିବ
ଆଞ୍ଜ ତାଡ଼ସାରାଃ ତାନା ଆମ ହୁଜୁଃଏମ ।

ଠିକ ଅଛି
ବୁଗିତାଡାମ୍‍/ବଣିଆ ତାଡାମ୍‍
ପରୀକ୍ଷାରେ ତୁମେ ଠିକ୍‍ କରିଛ ।
ବିଳାଉରେ ଆମ୍‍ ବୁଗିତାଡ଼ାମ୍‍ ।

ବିଦାୟ
ହାଣ୍ଡର
ବାପା ତାଙ୍କ ବନ୍ଧୁଙ୍କୁ ବିଦାୟ ଦେଲେ ।
ଆପୁ/ଆପୁଂ ଆୟାଃ ବାଲାକେଃ ହାଣ୍ଡର କିଃଏ ।

ଆଶ୍ଚର୍ଯ୍ୟ
ଏସୁଟାଟାକା
ଆଶ୍ଚର୍ଯ୍ୟ ଏ ଲୋକଟା ।
ଏସୁଟାଟାକା ହ ।

ନମସ୍ତେ
ଜଆରଗେ
ନମସ୍ତେ ବନ୍ଧୁ ।
ଜଆରଗେ ବାଲାଞ୍ଜ ।

ଚମତ୍କାର
ଆଗୁଜାଇ
ପିଲାଟି ଚମତ୍କାର କାର୍ଯ୍ୟ କଲା ।
ଶିଟିଏ ଆଗୁଜାଇ ପାଇଟିକିଡ଼ା ।

ସୁନ୍ଦର ଫୁଲଟି
ବୁଗିନ୍‍/ବାଣିଆଁ
ବଗିଚାରେ ସୁନ୍ଦର ଫୁଲଟି ଫୁଟିଛି ।
ବାଆ ବାକାରରେ ବୁଗିନ ବାଆ ଫୁଟାୱାକାନା ।

ଯନ୍ତ୍ରଣା
ହାସୁ
ଲୋକଟି ଯନ୍ତ୍ରଣା ଭୋଗୁଛି ।
ହୋ ହାସୁଆ କାନା ।

ମୁର୍ଖ
ସିତୁରୁ
ମୁର୍ଖ ଲୋକଟି ଠକାମି ରେ ପଡିଛି ।
ସିତୁରୁ ହୋ ଚାକାଡ଼ା କାନା ।


logo