logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ପଘା
ପାଗା
ପଘାରେ ବାନ୍ଧ ।
ପାଗାତେ ତଲେମ୍‍ ।

ପନିକି
କାତୁ
ପନିକି ଆଣ ।
କାତୁ ଆଗୁଇମ୍‍ ।

ପାନିଆ
ନାକିଃ
ପାନିଆରେ ମୁଣ୍ଡ କୁଣ୍ଡାଅ ।
ନାକିଃତେ ବ'ଅଃ ନାକିଃଇନ୍‌ମେ ।

ପ୍ରବେଶ
ବଲନ/ବଲ
ପ୍ରବେଶ ନିଷେଧ ।
କାକ ବଲୱା ।

ପ୍ରସ୍ଥାନ
ଅନଲ୍ଲ
ଘର ପ୍ରସ୍ଥାନ ହେଲେ ।
ଅୱାଃଏତେ ଅନଲ୍ଲଃୟାନା ।

ତେଲ
ସୁନୁମ
ମୁଣ୍ଡରେ ତେଲ ଲଗାଅ ।
ବଅଃ ସୁନୁମେନ୍‍ ମେ ।

କୁଣ୍ଡ
ଡ଼ାକୁଡ଼
କୁଣ୍ଡରେ ପାଣି ଅଛି ।
ଡ଼ାକୁଡ଼ରେ ଦାଃମିନାଃ ।

ଡଙ୍କା,ଅକ
ଲୁଣ୍ଡି
ଡଙ୍କାରେ ଡାଲି ବାଢ ।
ଲୁଃଣ୍ଡିତେ ଡାଲି ବୁରେଃଏମ୍‍ ।

ଚାମଚ
ହନ୍‍ଲୁଣ୍ଡିଃ
ଚାମଚରେ ଖାଅ
ହନ୍‍ ଲୁଣ୍ଡିଃତେ ଜମେମ୍ ।

ଡାଲା
ଡ଼ାଉଲାଃ
ଡାଳାରେ ଘାସ ଆଣ ।
ଡ଼ାଉଲାଃରେ ଦୁମ୍ବୁ ଆଗୁଇମ୍‍ ।


logo