logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଛାର ପୋକ
ମାଜି
ଛାର ପୋକ କେଉଁଠି ରହେ ?
ମାଜି ଅକନ୍ ରେଃ ତାଇନା ?

ଝଡ଼ିପୋକ
ବୁରଦୁଡ୍
ଝଡ଼ିପୋକ ହୁଙ୍କାରୁ ଉଡୁଛି ।
ଟୁପୁଙ୍ ବୁନୁମେ'ତେଃ ଆପିରେନ୍ ତାନା ।

ଜୁଳୁଜୁଳିଆ ପୋକ
ଇପିଇ ପିୟୁଙ୍ଗ୍
ଜୁଳୁଜୁଳିଆ ପୋକ ରାତିରେ ଉଡ଼ିବୁଲେ ।
ଇପିଇ ପିୟୁଙ୍ଗ୍ ନିଦାପାଂଙେ ଆପିର୍ ବାଆନ ।

ଝିଙ୍କାରୀ
ବାଟା
ଝିଙ୍କାରୀ ଘାସରେ ଚାଲି ବୁଲୁଛି ।
ବାଟା ତାସାଡ଼େଃ ଜମା ।

ଝିଙ୍କ
ଜିକି
ଝିଙ୍କ ଜଙ୍ଗଲରେ ରହେ ।
ଜିକି ବିର୍‌ରେଃ ତାଇନା ।

ଡାଆଁଶ
ପିଚୁ
ଧୂଆଁ ଡାଆଁଶ ତଡି ଦିଏ ।
ମଃଅଏଁରେ ପିଚୁକ ନିରେ ।

ପ୍ରଜାପତି
ପାମ୍ପାଲ୍
ଫୁଲରେ ପ୍ରଜାପତି ବସିଛି ।
ବାଆରେ ପାମ୍ପାଲ୍ ଦୁବାକାନା ।

ପିମ୍ପୁଡ଼ି
ମୁଇଃ
ପିମ୍ପୁଡ଼ି କାମୁଡ଼ିଲା ।
ମୁଇଃ ହୁଏଃ କିଡ଼ିଞ୍ଜା ।

ବୁଢ଼ିଆଣୀ
ବିନ୍ଦିଇ ରାମ୍
ବୁଢ଼ିଆଣୀ ଜାଲ ଅତି ସରୁ ।
ବିନ୍ଦିରାମ୍ ଜାଲି ଏସୁ ବାତାରିଆ ।

ଭ୍ରମର
ଉରୁ
ଭ୍ରମର ଏ ଫୁଲରୁ ସେ ଫୁଲକୁ ଉଡ଼ି ବୁଲୁଛି ।
ଉରୁ ନେନ୍ ବାଆ ଏତେ ଏନ୍ ବାଆତେ ଆପିର୍ ବାଆନ୍ ତାନା ।


logo