logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ପକ୍ଷୀ
ଚେଣେ
ପକ୍ଷୀ ଉଡୁଛି ।
ଚେଣେ ଆପିରେନ୍ ତାନା ।

ପର
ଇଁୟାଲ
କୁକୁଡ଼ା ପର ଆଣ
ସିମ୍ ଇଁୟାଁଲ୍ ଆଗୁଇମ୍ ।

ଥଣ୍ଟ
ଟ'ଟୱାଃ
କୁକୁଡା ଥଣ୍ଟରେ ଖାଏ ।
ସିମ୍ ଟ'ଟୱଃତେ ଜ'ମା ।

ଇଗଲ
ରିଚି
ଇଗଲ କୁକୁଡାକୁ ଖାଇଲେ ।
ରିଚି ସିମେଃ ଜମ୍ କିଃୟେ ।

କପୋତ
ପୁତାମ୍
କପୋତ ପଡ଼ିଆରେ ଚରୁଛି ।
ପୁତାମ୍ ପାଳିଏଃ ରେଃ ଆତିଂ ତାନା ।

କାଠହଣା
ଏରେ ଅୟ
କାଠହଣା ଗଛରେ ବସିଛି ।
ଏରେ ଅୟ ଦାରୁରେଃ ଦୁବା କାନା ।

କାଣ୍ଟିବଗ
ପିସକା କଃ
କାଣ୍ଟିବଗ ମାଛ ଖାଉଛି ।
ପିସ୍‌କା କଃ ହାକୁଇଃ ଜମତାନା ।

କାଉ
କା'ଆଃ
କାଉ କଳା ।
କା'ଆଃ ହେନ୍ଦେୟା ।

କୁକୁଡ଼ା
ସିମ୍‌
କୁକୁଡ଼ା ମାଂସ ଖାଅ ।
ସିମ୍‌ଜିଲୁ ଜମେମ୍ ।

କୋଇଲି
ତଆଉ
କୋଇଲି କାଉ ବସାରେ ଅଣ୍ଡା ଦିଏ ।
ତଆଉ କା'ଆଃ ଲୁଗାରେଃ ଜା'ରମା ।


logo