logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ବୃକ୍ଷ ଓ ତା'ର ଅଂଶ (ଦାରୁ) (Tree and its parts)

ଗଛ
ଦାରୁ
ଗଛ ଲଗାଅ ।
ଦାରୁ ରଆଏମ୍‍ ।

ଅଶ୍ୱତଥ ଗଛ
ହେସାଃ ଦାରୁ
ଅଶ୍ୱତଥ ଗଛ ଲଗାଅ ।
ହେସାଃଦାରୁ ରଆଏମ୍‍ ।

ଅରଖ ଗଛ
ପାଲାଟି ଦାରୁ
ଅରଖ କ୍ଷୀର ଆଣ ।
ପାଲାଟି ସସଏଃ ଆଗୁଇମ୍‍ ।

ଅଁଳା ଗଛ
ମେରେଲ ଦାରୁ
ଅଁଳା ଗଛ ।
ମେରେଲ ଦାରୁ ରୁଆଏମ୍ ।

ଅପରାଜିତା ଗଛ
ତା ଦାଇ ଦାରୁ
ଅପରାଜିତା ଗଛ ଲଗାଅ ।
ଦା ଦାଇ ଦାରୁ ରଆଏମ୍ ।

ଆଖୁ ଗଛ
ନଗଡ଼ସିଂ ଦାରୁ
ଆଖୁଗଛରେ ପାଣି ଦିଅ ।
ନଗଡ଼୍ ସିଂ ଦାରୁରେ ଦାଃଆ ଦୁଲେମ୍ ।

ଆତ ଗଛ
ଡାମ୍ବାଉ ଦାରୁରେ ଦେଏଃମ୍
ଆତ ଗଛରେ ଚଢ ।
ଡାମ୍ବାଉ ଦାରୁରେ ଦାଃଆ ଦୁଲେମ୍ ।

ଆମ୍ବ ଗଛ
ଉଲିଦାରୁ
ଆମ୍ବ ଗଛ କାଟ ନାହିଁ ।
ଉଲିଦାରୁ ଆଲପେ ମାୟାଃ ।

କପାଗଛ
କାଡ୍‍ସମ୍ ଦାରୁ
କପାଗଛରୁ କପା ମିଳେ ।
କାଡ୍‌ସମ୍ ଦାରୁଇତେ ତୁଲେମ୍ ନାମଃଆ ।


logo