logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ମାଇ କୁକୁଡା
ଏଙ୍ଗା ସିମ
ମାଇ କୁକୁଡାର ଅଣ୍ଡା ।
ଏଙ୍ଗା ସିମାଃ ଜାରମ୍ ।

କଜଳପାତୀ
ଦାଁଚୁଡ୍
କଜଳୀପାତୀ ଆକାଶରେ ଉଡୁଛି ।
ଦାଁଚୁଡ୍‍ ସିର୍ମାରେଃ ଆପିରେନ୍ ତାନା ।

ଘର ଚଟିଆ
ଡ଼େଡ଼େମ
ଘର ଚଟିଆ ଘରେ ବସା କରେ ।
ଡ଼େଡ଼େମ୍ ଅୱାଃରେଃ ଲୁ'ଗାଃ ।

ଚାତକ
ଟିରୁଙ୍ଗ
ଚାତକ ଆକାଶରେ ଉଡୁଛି ।
ଟିରୁଙ୍ଗ୍ ସିର୍ମାରେଃ ଆପିରେନ୍ ତାନା ।

ଚିଲ
ରିଚି
ଚିଲ କୁକୁଡ଼ାକୁ ଟେକି ନେଲା ।
ରିଚି ସିମେଃ ଗଅଃ କିଃୟେ ।

ଛଞ୍ଚାଣ
କୁଇଡ୍
ଛଞ୍ଚାଣ ଗଛର ବଡ଼ ଡାଳରେ ବସିଛି ।
କୁଇଡ଼ ଦାରୁରାଃ ମାରାଂ କତରେଃ ଦୁବାକାନା ।

କୋଚିଲା ଖାଇ
ମାଡ଼ଟଙ୍ଗେଃ
କୋଚିଲା ଖାଇ ଛୁଆ ଫୁଟାଇଲା ।
ମାଡ୍‌ଟଙ୍ଗେଃ ହନକଏଃ ରୁତୁଇ କେଡ୍ କୁଆ ।

ଜଳଚର ପକ୍ଷୀ
ଦାଆଃରେ ଆତିଂ ଅୟ
ଜଳଚର ପକ୍ଷୀ ଜଳରେ ପହଁରୁଛି ।
ଦାଆଃରେ ଆତିଂଅୟ ଦାଆଃରେଃ ଅୟାରେନ୍ ତାନା ।

ଟିଆ
ଦଏଃ
ଟିଆ ଆକାଶରେ ଉଡୁଛି ।
ଦଏଃ ସିର୍ମାରେଃ ଆପିରେନ୍ ତାନା ।

ଶୁଆ
କେରେଆଡ଼
ଶୁଆ ପୋଷା ମାନେ ।
କେରେଆଡ୍ କାଜିଃ ମାନାତିଂଙା ।


logo