logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କୋଳଥ
କୁଳୁତି
କୋଳଥ ଚାଷ କର ।
କୁଳୁତି ଚା ଆସଏ ପେ ।

ଜଡ଼ା
ଜାଳାବିନ୍ଦି
ଜଡ଼ାତେଲ ଆଣ ।
ଜାଳାବିନ୍ଦି ସୁନୁମ୍‍ ଆଗୁଇମ୍ ।

ଡାଳୁଅ ଧାନ
ଗଳାବାବା
ଡାଳୁଅ ଧାନ ପାଚିଲା ।
ଗଳାବାବା ମାତାୟାନା ।

ଫସଲ
ବୁଦାଡ୍‍
ଫସଲ ବଢ଼ିଆ ହେଇଛି ।
ବୁଦାଡ୍‍ ବାଣିଆ କାନା ।

ବିରି
ରେଟେଃ ରାମ୍ବା'
ବିରି ତରକାରି ।
ରେଟେଃ ରାମ୍ବା ଉତୁ ।

ବାଜରା
ଗେଲେ ଗାଙ୍ଗାଲ/ତିଲାଇ ଗାଙ୍ଗାଇ
ବାଜରା ଆଣ ।
ତିଲାଇ ଗାଙ୍ଗାଇ ଆଗୁଇମ ।

ମକା
ଟେପଏଃ ଗାଙ୍ଗାଇ
ମକା ଖାଅ ।
ଟେପଏଃ ଗାଙ୍ଗାଇ ଜମେମ ।

ମସୁର
ମାସୁରୀ
ମସୁର ଡାଲି ଆଣ ।
ମାସୁରୀ ଆଗୁଇମ ।

ମୁଗ
ମୁଗି
ମୁଗ ଡାଲି ଖାଅ ।
ମୁଗିଡା'ଲି ଜମେମ୍ ।

ଲଘୁଧାନ
ଲାବାର୍ ବାବା
ଲଘୁଧାନ ନିଅ ।
ଲାବାର୍ ବାବା ଇଡେମ୍ ।


logo