logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ହଳଦୀ ବସନ୍ତ
ବଚଃ
ହଳଦୀ ବସନ୍ତ ଥଣ୍ଟ ନାଲିଆ ।
ବଚଃଆଃ ଟ ଟୱାଃ ଜେଙ୍ଗାଆଃ ।

ଚଢେଇ ଛୁଆ
ଅୟହନ
ଚଢେଇ ଛୁଆ ବସାରେ ରହିଛି ।
ଅୟହନ ଲୁଗାରେଃ ତାଇୟାଃ କାନା ।

ବତକ
କଳ
ବତକ ପାଣିରେ ପହଁରୁଛି ।
କଳ ଦାଆଃରେଃ ଅୟାରେନ୍‍ ତାନା ।

ଖାଦ୍ୟ
ନାଙ୍ଗମ
ଶରୀର ପାଇଁ ଖାଦ୍ୟ ଆବଶ୍ୟକ ।
ହଁମ ଲାଗେଡ ନାଙ୍ଗମ ଗରଜା ।

ପଶୁ ବାଚକ

ମୂଷା ଛୁଆ
ଗୁଳୁହନ୍
ମୂଷାଛୁଆ ଗାତରେ ପଶିଲା
ଗୁଳୁହନ୍ ଉଣ୍ଡୁରେଃ ବଲୟାନା ।

ଶାବକ
ହନ୍
ଶାବକ ତା ମାଆ ପାଖରେ ରହିଛି ।
ହନ୍ ଆୟାଃ ଏଙ୍ଗା ତାଃରେଃ ତାଇୟା କାନା ।

ଘୁଷୁରୀ ଛୁଆ
ସୁକୁରୀ ହନ୍
ଘୁଷୁରୀ ଛୁଆ ମା'ର କ୍ଷୀର ଖାଉଛି ।
ସୁକୁରୀ ହନ୍ ଏଙ୍ଗାଆଃ ତଆଏଃ ନୁନୁତାନା ।

ଘୋଡ଼ା ଛୁଆ
ସାଦମ୍ ହନ୍
ଘୋଡାଛୁଆ ଚରୁଛି ।
ସାଦମ୍ ହନ୍ ଆତିଂ ତାନା ।

ଛେଳି ଛୁଆ
ମେର୍‌ହନ୍‍
ଛେଳିଛୁଆ ବୋବାଉ ଅଛି ।
ମେରମ‍୍ ହନ୍ ରାଆଃୟତାନା ।


logo