logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ରାଶି
ରାମ୍‌ତିଆ
ରାଶି ତେଲ ଆଣ ।
ରାମ୍‌ତିଆ ସୁନୁମ୍ ଆଗୁଇମ୍ ।

ଶାଗ
ଆଆଃ
ଶାଗ କାହିଁ ।
ଆ'ଆଃ ଅକରେଃ ।

ଶାରଦ ଧାନ
ହାମ୍ବାଲ ବାବା
ଶାରଦ ଧାନ ଲଗାଅ ।
ହାମ୍ବାଲ ବାବା ରଆଏମ ।

ସୋରିଷ
ଆ ଆଃଜାଂ/ମାନିଜାଂ
ସୋରିଷ ତେଲ ଲଗାଅ ।
ଆ'ଆଃଜାଂ ସୁନୁମ୍‌ତେ ସୁନୁମେନ୍‌ମେ ।

ସରୀସୃପ(ବିଞ୍ଜ) (Reptiles)

ଏଣ୍ଡୁଅ
ଦଣ୍ଡା
ଏଣ୍ଡୁଅ ଦେଖ ।
ଦଣ୍ଡା ନେଲିଇମ୍ ।

କଇଁଛ
ହର
କଇଁଛ ପାଣିରେ ରହେ ।
ହର ଦାଃଆରେଃ ତାଇନା ।

କଙ୍କଡ଼ା ବିଛା
କାଆକମ୍‍ ମାର୍‌ମାରାଃ/କାଆଳବ୍ ମାର୍‌ମାର୍
କଙ୍କଡ଼ା ବିଛାର ବିଷ ଅଛି ।
କାଆକମ୍ ମାର୍‌ମାରାଃ ମାଉରା ମିନାଃ ।

କଉମାଛ
କୁଉ ହାକୁ
କଉମାଛ ଗଛରେ ଚଢ଼େ ।
କୁଉ ହାକୁ ଦାରୁଇଃ ଦେଆଃ ।

କେରାଣ୍ଡି
ଦାଣ୍ଡିକା
କେରାଣ୍ଡି ପାଣିରେ ଖେଳୁଛି ।
ଦାଣ୍ଡିକା ଦାଆଃ ରେଃ ଇନୁତାନା ।


logo