logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ବଣମଣିଷ
ବିର ହ'
ବଣ ମଣିଷ ବଣରେ ରହେ ।
ବିର ହ' ବିରରେଃ ତାଇନା ।

ମହାବଳ ବାଘ
କିନ୍ଦେର୍ କୁଲା
ମହାବଳ ବାଘ ହରିଣକୁ ଖାଉଛି ।
କିନ୍ଦେର୍ କୁଲା ସିଲିବେଃ ଜମ୍‌ତାନା ।

ମାଈ ବାଛୁରୀ
ପେଟାଁ
ମାଈ ବାଛୁରୀ ଡେଉଁଛି ।
ପେଁଟା ଉଜେନ୍ ତାନା ।

ଅଣ୍ଡିରା ବାଛୁରୀ
ଦାମ୍‌କମ୍
ଅଣ୍ଡିରା ବାଛୁରୀ କ୍ଷୀର ପିଉଛି ।
ଦାମ୍‌କମ୍ ନୁନୁତାନା ।

ବଡ଼ମୂଷା
ଗୁଳୁ
ବଡ଼ମୂଷା ବିହନ ଖାଇଲା ।
ଗୁଳୁ ହିତେଃ ଜମ୍ କେଡ଼ା ।

ମଇଁଷି
କେଳା
ମଇଁଷି ପାଣି ପିଉଛି ।
କେଳା ଦାଆଃ ନୁଉଁ ତାନା ।

ସିଂହୀ
ଜଟକୁଲାଏଙ୍ଗା
ସିଂହୀ ତା'ର ଛୁଆକୁ ଗେହ୍ଲା କରୁଛି ।
ଜଟକୁଲା ଏଙ୍ଗା ଆୟାଃ ହନେଃ ବେଲେଂଙ୍ଗି ତାନା ।

ସମୁଦ୍ର ଗାଈ
ଦାଆଃ ଗୁଣ୍ଡି
ସମୁଦ୍ର ଗାଈ ଅନାଇ ରହିଛି ।
ଦାଆଃଗୁଣ୍ଡି ମେଡ଼ା କାଡ଼ା ।

ସମୁଦ୍ର ଘୋଡ଼ା
ଦାଆଃ ସାଦମ୍
ସମୁଦ୍ର ଘୋଡ଼ା ପାଣି ପିଉଛି ।
ଦାଆଃ ସାଦମ୍ ଦାଆଃ ନୁଉଁତାନା ।

ଚମରୀ ଗାଈ
ବିରଉରିଃ
ଚମରୀ ଗାଈର ଲମ୍ବା ଲମ୍ବା ରୁମ ।
ବିରଉରିଃ ୟେଃ ଜିଲିଂଜିଲିଂ ବାଲେ ।


logo