logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଉକୁଣୀ
ସିକୁ
ମୁଣ୍ଡରେ ଉକୁଣୀ ଅଛି ।
ବଅଃରେ ସିକୁ ମିନାଃ କଆ ।

ଉଇ
ନିନ୍ଦିର
ଉଇ ହୁଙ୍କାରେ ରହେ ।
ନିଦିର୍ ବୁନୁମ୍‌ରେଃ ତାଇନା ।

ଏଣ୍ଡି ପୋକ
ବାଳାମ
ଏଣ୍ଡିପୋକ ଗବ ପତର ଖାଏ ।
ବାଳାମ ଟଟକା ବିନ୍ଦି ପାତା'ଏ ଜମା ।

କଙ୍କି
ବେର୍ ବେଡ଼ଂ ଡୁଲୁଂ
କଙ୍କି ଉଡ଼ି ବୁଲୁଛି ।
ବେର୍‍ ବେଡ଼ଂ ଆପିର୍ ବାଆନ୍ ତାନା ।

କୋଲକତରା
ଗୁର୍‌ଗୁଳି/ଗୁର୍‌ତୁଇଁ
କୋଲକତରା ବିଲରେ ରହେ ।
ଗୁର୍‌ଗୁଳି କୁଣ୍ଡିରେଃ ତାଇନା ।

କାଇ
ହାଉ
କାଇ ଖଟା ଲାଗେ ।
ହାଉକ ମରଃଏୟା ।

କୁମ୍ଭକାର କୀଟ
କୁଙ୍କାଲ
କୁମ୍ଭକାର କୀଟ କାନ୍ଥରେ ବସିଛି ।
କୁଙ୍କାଲ ଗିନିଲରେଃ ଦୁବାକାନା ।

କଳା ଭ୍ରମର
ହେନ୍ଦେ ଉରୁ
କଳା ଭ୍ରମର ଉଡି ବୁଲୁଛି ।
ହେନ୍ଦେ ଉରୁ ଆପିର୍ ବାଆନ୍ ତାନା ।

ସୁନରୀ ପୋକ
ବୁଆଙ୍ଗ ଉରୁ
ସୁନାରୀ ପୋକ ପତ୍ର ଖାଉଛି ।
ବୁଆଙ୍ଗ୍ ଉରୁ ପାତା'ଆଃ ଜମ୍‌ତାନା ।

ଗୋବର ପୋକ
ଗୁରିଃ ଚିଦୁ
ଗୋବର ପୋକ ଖତ ଗାଡିଆରେ ରହେ ।
ଗୁରିଃଚିଦୁ ଗୁରିଃ ଦୁବିରେଃ ତାଇନେ ।


logo