logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଜଳହସ୍ତୀ
ଦାଃଆ ହାତୀ
ଜଳହସ୍ତି ପାଣିରେ ବହୁତ ସମୟ ବୁଡି ରହିଯାଏ ।
ଦାଃଆ ହାତୀ ଦାଃଆରେ ଏସୁଗାଳିଃ ତାଇ ଦାୟିୟେ ।

ଦଣ୍ଡିକିରି ମାଛ
ଦାଣ୍ଡିକା ହାକୁ
ଦଣ୍ଡିକିରି ମାଛ ପାଣିରେ ଖେଳୁଛି ।
ଦାଣ୍ଡିକା ହାକୁ ଦାଃଆରେଃ ଇନୁଂ ତାନ ।

ଭାକୁର ମାଛ
ବାକୁଳୁ ହାକୁ
ଭାକୁର ମାଛ ଦାମ ବେଶୀ ।
ବାକୁଳୁ ହାକୁୱାଃ ଗନଂ ଏସୁ ଲାନାଆଃ ।

ମାଛର ଗାଲିସି
ହାକୁ ହାଁରାୟାଡ୍
ମାଛର ଗାଲିସି ସଫାକର ।
ହାକୁହାରାୟାଡ୍‍ ସାପାଏମ୍ ।

ମାଛମଞ୍ଜି
ହାକୁଜାରମ୍‍
ମାଛମଞ୍ଜି ଖାଇବାକୁ ଭଲ ଲାଗେ ।
ହାକୁଜାରମ୍‍ ଏସୁନଗଡ଼ା ।

ଲୁଣିମାଛ
ବୁଲୁଂହାକୁ
ଲୁଣିମାଛ ଖାଇବାକୁ ଲୁଣିଆ ଲାଗେ ।
ବୁଲୁଂହାକୁ ବୁଲୁଂ ଗିୟାଃ ।

ଶୁଖୁଆ
ର'ହାକୁ
ଶୁଖୁଆ ମାଛ ଖାଇବାକୁ ଭଲ ଲାଗେ ।
ର'ହାକୁ ଜମ୍ ଏସୁ ବୁଗିଆ ।

ରଣା
ସାକମବିଂ
ରଣା ହିଡ଼ସବୁ ଭାଙ୍ଗିଦିଏ ।
ସାକମ୍‌ବିଂ ଆଣି କଏଃ ରାପୁଡ଼ା ।

ଫଣା
ସା'
ସାପ ଫଣା ଟେକିଛି ।
ବିଂସା' କାଡ଼ା ।

ହୁଙ୍କା
ବୁନୁମ୍‍
ଉଇ ହୁଙ୍କାରେ ରହେ ।
ନିଦିର ବୁନୁମ୍‌ରେକ ତାଇନା ।


logo