logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଝଡ଼ିପୋକ
ବୁର୍‌ଦୁଡ୍
ଝଡ଼ିପୋକ ଉଡ଼ୁଛି ।
ବୁର୍‌ଦୁଡ୍ ଆପିରେନ୍‍ ତାନା ।

ଝିଟିପିଟି
ହରଚଚଏଃ
ଝିଟିପିଟି ଝଡ଼ିପୋକକୁ ଖାଉଛି ।
ହରଚଚ ଏଃ ବୁର୍‍ଦୁଡ଼େଃ ଜମତାନା ।

ଢମଣା
ଜାମ୍ବୁଉ
ଢମଣା ଗାତରେ ରହେ ।
ଜାମ୍ବୁଉ ଉଣ୍ଡୁରେଃ ତାଇନା ।

ଧଣ୍ଡ
ଦୁଣ୍ଡୁ
ଧଣ୍ଡ ପାଣିରେ ପହଁରୁଛି ।
ଦୁଣ୍ଡୁ ଦାଆଃରେଃ ଅୟାରେନ୍ ତାନା ।

ପାହାଡ଼ିଆ ସାପ
ବୁରୁବିଂ
ପାହାଡ଼ିଆ ସାପକୁ ଦେଖ ।
ବୁରୁବିଂ ନେଲି'ମେ ।

ବଜ୍ରାକାପ୍ତା
ହାରମୁ
ବଜ୍ରାକାପ୍ତା ପାହାଡ଼ରେ ରହେ ।
ହାରମୁ ବୁରୁରେଃ ତାଇନା ।

ବିଷାକ୍ତ ସାପ
ମାଉରା ବିଂ
ବିଷାକ୍ତ ସାପଠାରୁ ଦୂରରେ ରୁହ ।
ମାଉରା ବିଂଙେତେ ସାନିଂରେ ତାଇନ୍‍ ମେ ।

ବେଙ୍ଗ
ଚକେ
ବେଙ୍ଗ ପାଣିରେ ରହେ ।
ଚକେ ଦାଆଃ ରେଃ ତାଇନା ।

ବ୍ରାହ୍ମଣୀ ବେଙ୍ଗ
ଆଉଁଡ୍ ଚକେ
ବ୍ରାହ୍ମଣୀ ବେଙ୍ଗ କୁ ଦେଖି ।
ଆଉଁଡ୍ ଚକେ ନେଲିଇମ୍‍ ।

ବୁଢିଆଣୀ ଜାଲ
ବିନ୍ଦିଇରାମ୍‍ ଜାଲି
ବୁଢିଆଣୀ ଜାଲ ଅତି ସରୁ ।
ବିନ୍ଦିଇରାମ୍‍ ଜାଲି ଏସୁବାତାରିୟେ ।


logo