logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କୁମ୍ଭୀର
ତାଏନ୍
କୁମ୍ଭୀରର ଚାରୋଟି ଗୋଡ଼ ।
ତାଏନାଃ ଉପୁନିଆ କାଟା ।

ଗେଣ୍ଡା
ଗେଣ୍ଡା
ଗେଣ୍ଡା ପାଣିରେ ରହେ ।
ଗେଣ୍ଡା ଦାଃଆରେଃ ତାଇନା ।

ଗୋଧି
ତ'ରଃ
ଗୋଧିକୁ ଦେଖ ।
ତ'ରଃ ନେଲିଇମେ ।

ଗୋଖର
ପାଣ୍ଡୁନାଗୁ
ଗୋଖର ଗାତରେ ରହେ ।
ପାଣ୍ଡୁନାଗୁ ଉଣ୍ଡୁରେଃ ତାଇନା ।

ଗଡ଼ିସା
ରାଟାଙ୍ଗାଚଳା
ଗଡ଼ିସା ଖାଅ ।
ରାଟାଙ୍ଗା ଚଳା ଜମିଇମ୍ ।

ଚିତିସାପ
ବାରାଚିତିବିଂ
ଚିତିସାପର ବିଷ ଅଛି ।
ବାର ଚିତିବିଂଙାଃ ବିଷିମେନାଃ ।

ଚେଙ୍ଗମାଛ
ଚୁଳାହାକୁ/ଚଳାହାଇ
ଚେଙ୍ଗମାଛ ଆଣ ।
ଚଳାହାକୁ ଆଗୁଇମ ।

ଚିଙ୍ଗୁଡ଼ି
ଇଚେଃ
ଚିଙ୍ଗୁଡ଼ି ଖାଅ ।
ଇଚେଃ ଜମିମ୍ ।

ଜୋକ
ହାପାଡ୍
ଆସ ଜୋକକୁ ଦେଖ ।
ହୁଜୁଃମ ହାପାଡ ନେଲିମ୍ ।

ଜିଆ
ଲେଣ୍ଡାଡ୍
ଜିଆ ମାଟିରେ ରହେ ।
ଲେଣ୍ଡାଡ୍ ହାସାରେଃ ତାଇନା ।


logo