logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଝାଉଁ ଗଛ
ହୁଇଦାରୁ
ଝାଉଁ ଗଛ ଲଗାଅ ।
ହୁଇଦାରୁ ରଆଏମ୍‍ ।

ତାଳଗଛ
ତାଆଳ ଦାରୁ
ତାଳଗଛ ଡେଙ୍ଗା
ତାଆଳା ଦାରୁ ସାଲାଙ୍ଗିଆ ।

ନିମଗଛ
ଲିମ୍ ଦାରୁ
ନିମଗଛ ଆଣ ।
ଲିମ୍ ଦାରୁ ଆଗୁଇମ୍ ।

ନଡ଼ିଆ ଗଛ
ନୁଣିଏଁ ଦାରୁ/ନୁନୁଏଁ
ନଡ଼ିଆ ଗଛ ଲଗାଅ ।
ନୁଣିଏଁ ଦାରୁ ରୁଆଏମ୍ ।

ପଣସ ଗଛ
ପଣସ ଦାରୁ
ପଣସ ଗଛରେ ପଣସ ପାଚିଛି ।
ପଣସ ଦାରୁରେ ପଣସ ମାତାଆ କାନା ।

ବରଗଛ
ବାଇଦାରୁ
ବରଗଛ ତଳେ ବସ ।
ବାଇଦାରୁ ସୁବାରେ ଦୁବ୍‌ମେ ।

ବେଲଗଛ
ବେଲଦାରୁ
ବେଲଗଛକୁ ଦେଖ ।
ବେଲ ଦାରୁ ନେଲେମ୍‍ ।

କୀଟ ଓ ପତଙ୍ଗ (ଉରୁ ଉସ୍‍କି) (Insects)

କୀଟ
ଉରୁ
କୀଟଠାରୁ ଦୂରରେ ରୁହ ।
ଉରୁଇତେ ସାନିଂରେ ତାଇନ୍‌ମେ ।

ପତଙ୍ଗ
ଉସ୍‍କି
ପତଙ୍ଗ ଉଡ଼ି ବୁଲୁଛି ।
ଉସ୍‌କି ଆପିର୍ ବାଆନ୍ ତାନା ।


logo